ସମ୍ବଲପୁର ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନବୋଦୟ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଏକ ମେଡିକାଲ ଟିମ୍ ଦ୍ୱାରା ସ୍କୁଲ୍ ରେ ଚିକିତ୍ସା ଆରମ୍ଭ କରାଯାଇଛି। ଗତକାଲି ସନ୍ଧ୍ୟାରେ ଖଇବା ପରେ ଆସୁସ୍ଥ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ।