ଡ୍ରାଇଭରଙ୍କୁ ମିଳିବ ମାଗଣା ଚା'

Dec 21, 2023 - 14:50
 15

ଭୁବନେଶ୍ୱର: ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା ଓ ହୋଟେଲରେ ଡ଼୍ରାଇଭରଙ୍କୁ ମିଳିବ ମାଗଣା ଚା' ଦୁର୍ଘଟଣା ରୋକିବା ପାଇଁ ଦିଆଯିବ ଚା' ବୋଲି ସୂଚନା ମିଳିଛି। ତେବେ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କ ସହ ଏନେଇ ଆଲୋଚନା କରି ଢ଼ାବା ଓ ହୋଟେଲ ଚିହ୍ନଟ କରିବେ ଜିଲ୍ଲାପାଳ।