ସେପ୍ଟେମ୍ବର ୩ରୁ ଓଡ଼ିଶାରେ ବଦଳିବ ପାଗ
ଭୁବନେଶ୍ୱର: ସେପ୍ଟେମ୍ବର ୩ ତାରିଖରୁ ଓଡ଼ିଶାରେ ବଦଳିବ ପାଗ। ସେପ୍ଟେମ୍ବର ୪ରେ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଲୟ। ବାୟୁଚାଳନରେ ପରିବର୍ତ୍ତନ ଥିବାରୁ ଆସନ୍ତା ୩ ତାରିଖରୁ ବଢ଼ିବ ବର୍ଷାର ପରିମାଣ।