କଟକ ଓ ଭୁବନେଶ୍ୱରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭବନା
ଭୁବନେଶ୍ୱର : ଆଜି ସନ୍ଧ୍ୟା ୭ଟା ଯାଏ କଟକ ଓ ଭୁବନେଶ୍ୱରକୁ ବର୍ଷା ସତର୍କତା ଜାରି କଲା ପାଣିପାଗ ବିଭାଗ|ଘଡ଼ଘଡ଼ି ସହ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା,ବର୍ଷା ବେଳେ ଟ୍ରାଫିକ୍ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି| ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି IMD|