ସୁନ୍ଦରଗଡ଼ରେ ହାଇୱା ଧକ୍କାରେ ୨ କିନ୍ନର ମୃତ

Aug 27, 2023 - 09:01
 3

ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓଠରେ ହାଇୱା ଧକ୍କାରେ ଘଟଣାସ୍ଥଳରେ ୨ କିନ୍ନରଙ୍କ ମୃତ୍ୟୁ ହୋଇଛି। ଲହୁଣିପଡ଼ା ଥାନା ରଜାମୁଣ୍ଡା ନିକଟରେ ଦୁର୍ଘଟଣାଟି ଘଟିଛି। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଆଉ ୨ କିନ୍ନର ଗୋଟିଏ ସ୍କୁଟିରେ ୪ କିନ୍ନର ଯାଉଥିବା ବେଳେ ଦୁର୍ଘଟଣାଟି ଘଟିଥିବା ଜଣାପଡ଼ିଛି।