ହାଇୱା ଧକ୍କାରେ ଭାଉଜ ମୃତ, ଦିଅର ଆହତ

Feb 20, 2024 - 00:19
 121

ଆଠଗଡ଼: ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦିଅର ଆହତ ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ତିଗିରିଆ ଥାନା ପାଞ୍ଚଗାଁ ଛକ ନିକଟରେ ଦୁର୍ଘଟଣା ଘଟିଛି। ପୋଲିସ୍ ଦ୍ଵାରା ହାଇୱା ଡ୍ରାଇଭର ଅଟକ ରହିଥିବା ସୂଚନା।