କଟକରେ ବେଆଇନ ବନ୍ଧୁକ କାରଖାନା ଠାବ

Mar 13, 2025 - 22:18
 5

କଟକ: କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ ଠାବ କଲା ବେଆଇନ୍ ବନ୍ଧୁକ କାରଖାନା। ଘଟଣାସ୍ଥଳରୁ ୩୦ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ୪ ଜଣ ଅଟକ ଥିବା ସୂଚନା। ବିହାରରୁ ଆସି ଭଡ଼ା ଘର ନେଇ ବନ୍ଧୁକ କାରଖାନା କରିଥିଲେ ୩ ଜଣ ବ୍ୟକ୍ତି।