ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ Odisha Public Service Commission (OPSC) ଅଧ୍ୟକ୍ଷ । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଲା ନିଯୁକ୍ତି । ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦେଶକ ଅଛନ୍ତି ଅରୁଣ । ଏହା ପୂର୍ବରୁ ଇନଚାର୍ଜ ପୋଲିସ ଡିଜି ଥିଲେ ଅରୁଣ ଷଡ଼ଙ୍ଗୀ।