ଓଡ଼ିଶା ସମେତ ୯ ରାଜ୍ୟରେ ରାସନରେ ଚାଉଳ ସହ ମିଳିବ ଗହମ
ଭୁବନେଶ୍ୱର: ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ମିଳିବ ଗହମ। ଅନ୍ୟ ରାଜ୍ୟ ଗୁଡ଼ିକ ହେଲା ବିହାର, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ। ଅକ୍ଟୋବର ମାସରୁ ଲାଗୁ ହେବ ଏହି ନୂଆ ନିୟମ।