ଶିମିଳିପାଳରୁ ୫ ଶିକାରୀ ଗିରଫ

Feb 2, 2024 - 23:30
 41

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣ ଶିକାରୀ ଗିରଫ ହୋଇଛନ୍ତି। STPF ଓ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ଚଢ଼ାଉ ହୋଇଥିଲା। ଜାଲ, ଫାସ, ଟାଙ୍ଗିଆ, କାତି, ଛୁରି, ତୀର ସହ ସମ୍ବର ଓ ହରିଣ ଶିଂହ ଜବତ ହୋଇଛି।