ନକଲି ସିବିଆଇ ଅଧିକାରୀ ଗିରଫ

Feb 2, 2024 - 23:37
 104

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଜଣେ ନକଲି ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ତାଙ୍କ ନାଁ ଉମେଶ ତନ୍ତୀ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା। ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ୪ ଜଣ ଆଶାୟୀଙ୍କ ଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା ନେଇଥିଲେ ଉମେଶ।