ହାତୀକୁ ପିଟିଲା ବାଇକ୍, ଜଣେ ଗୁରୁତର

Feb 2, 2024 - 23:29
 68

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଷଡ଼ଙ୍ଗୀପଲ୍ଲୀ ଗାଁରେ ହାତୀକୁ ପିଟିଲା ବାଇକ୍। ହାତୀ ରାସ୍ତା ପାର ହେଉଥିବା ବେଳେ ପିଟିଲା ବାଇକ୍। ବାଇକ୍ ଚାଲକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି।