ଆସନ୍ତାକାଲିଠୁ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ।

ଆସନ୍ତା ୩ଦିନ ଧରି ଭୁବନେଶ୍ବରରେ ଚାଲିବ ସମ୍ମିଳନୀ, ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ ଯୋଗ ଦେବେ।
ପ୍ରଥମେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ, ଓଡ଼ିଆ ଭାଷାରେ ଏକ ସଂଗ୍ରହାଳୟ ନିର୍ମିତ ହୋଇଛି, ଏନେଇ ଭାଷା ଏବଂ ସାହିତ୍ୟ ବିଭାଗର ସଚିବଙ୍କ ସୂଚନା।