ଗହଣା ଦୋକାନରେ ଗୁଳିମାଡ଼

Feb 16, 2024 - 22:35
 7

ସମ୍ବଲପୁର: ସମ୍ବଲପୁର ଗୋବିନ୍ଦତଲାରେ ଥିବା ଏକ ଗହଣା ଦୋକାନରୁ ଲୁଟ୍‌ ଉଦ୍ୟମ ହୋଇଥିଲା। ଏହା ପରେ ୩ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଦୋକାନ ମାଲିକ ସୁଜିତ ସ୍ବର୍ଣ୍ଣକାର ଗୁରୁତର ଆହତ ହୋଇଛନ୍ତି।