ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି ଅଭିଯୋଗ

Mar 6, 2024 - 14:56
 38

ଭୁବନେଶ୍ୱର: ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଜଣେ ଯବାନଙ୍କ ବନ୍ଧୁକ ଚୋରି ହୋଇଥିବା ଜଣାପଡ଼ିଛି। ଗତ ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ସେ ଭୁବନେଶ୍ୱର ଆସିଥିଲେ। ତାଙ୍କ ରାଇଫଲ ଓ ଗୁଳି ଚୋରି ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।