କୁଳଡ଼ିହା ଅଭୟାରଣ୍ୟରୁ ୬ ଶିକାରୀ ଗିରଫ

Mar 21, 2024 - 14:34
 48

ନୀଳଗିରି: ବାଲେଶ୍ଵର ଜିଲ୍ଲା କୁଳଡ଼ିହା ଅଭୟାରଣ୍ୟରେ ୬ ଜଣ ଶିକାରୀ ଗିରଫ ହୋଇଛନ୍ତି। ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ଚଢ଼ାଉ କରିଥିଲା ବନ ବିଭାଗ। ୬ଟି ବନ୍ଧୁକ ଜବତ ମଧ୍ୟ ଜବତ କରାଯାଇଛି।