ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ଡାକରା

Jul 14, 2023 - 04:30
Aug 24, 2023 - 14:55
 77
ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ମାଲକାନଗିରି : ଆଜି ୪ ଦଫା ଦାବିରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ୍‌ ବିଭ୍ରାଟକୁ ବିରୋଧ କରି ବନ୍ଦ ପାଳନ ହେଉଛି।ବନ୍ଦ ପ୍ରଭାବରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି |