NCERT ବହିରେ ହବ ପରିବର୍ତ୍ତନ
ଭୁବନେଶ୍ୱର,୨୫/୧୦
NCERT ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ । ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ । ବହିରେ 'ଭାରତ' କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି, ନିଆଯାଇଛି