ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଲା ପରୀକ୍ଷା ସମୟ

Nov 4, 2023 - 12:01
 9

ସମ୍ବଲପୁର: ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଲା ପରୀକ୍ଷା ସମୟ। ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ବଦଳିଲା ପରୀକ୍ଷା ସମୟ। ମାନେଶ୍ଵର ସ୍କୁଲ୍ ଷାନ୍ମାସିକ ପରୀକ୍ଷା ପାଇଁ ବଦଳିଲା ସମୟ। ସ୍କୁଲ୍ ପରିସରରେ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ବଦଳିଲା ସମୟ। ପୂର୍ବରୁ ୧୦ଟା ୩୦ରୁ ଦିନ ୧ଟା ଯାଏଁ ପରୀକ୍ଷା ହେବାର ଥିଲା। କିନ୍ତୁ ୭ଟାରୁ ଆରମ୍ଭ କରି ୯:୩୦ ମଧ୍ୟରେ ସରିଲା ପରୀକ୍ଷା।