ଓଡ଼ିଶା ମାଟ୍ରିକ ପରୀକ୍ଷା ଆରମ୍ଭ, ପ୍ରଶ୍ନପତ୍ରକୁ ଜଗିଛି ଏଆଇ
ଭୁବନେଶ୍ୱର: ଓଡ଼ିଶାରେ ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା। ସୂଚନା ଅନଯାୟୀ, ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। କପି ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବା ପାଇଁ ଅତ୍ୟାଧୁନିକ ଅର୍ଟିଫିଶିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଲଗାଯାଇଛି। ମାର୍ଚ୍ଚ ୪ ଯାଏଁ ଚାଲିବ ପରୀକ୍ଷା।