ଫାଇନାଲ ପାଇଁ ୪ଟି ଟ୍ରେନ୍

Nov 18, 2023 - 11:51
 11

ଭୁବନେଶ୍ୱର: ଭାରତୀୟ ରେଳବାଇ ପକ୍ଷରୁ ଚାଲିବ ୪ଟି ସ୍ଵତନ୍ତ୍ର ଟ୍ରେନ୍ ଦିଲ୍ଲୀ ଓ ମୁମ୍ବାଇରୁ ଅହମଦାବାଦକୁ ଚାଲିବ ଟ୍ରେନ୍। ଆଜି ସନ୍ଧ୍ୟାରେ ବାହାରି ଆସନ୍ତାକାଲି ପହଞ୍ଚିବ ଓ ପୁଣି ଫାଇନାଲ ମ୍ୟାଚ୍ ସରିବା ପରେ ଫେରିବ। କାଲି ଅହମଦାବାଦରେ ବିଶ୍ଵକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ମ୍ୟାଚ୍।