ସମ୍ବଲପୁରରେ ଗ୍ରାମ ରୋଜଗାର ସେବକଙ୍କ ମୃତଦେହ ଉଦ୍ଧାର

Nov 23, 2023 - 12:35
 8

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଘୁସୁରାମାଲ ପଂଚାୟତ ଗ୍ରାମ ରୋଜଗାର ସେବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଝଟିକିମାଲ ଗାଁ ରାସ୍ତାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଲୋକେ। ନିକଟରେ ଏକ ବାଇକ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। କାଲି ଡ୍ୟୁଟି ସାରି ସେ ଘରକୁ ଫେରିନଥିଲେ।