ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ

Aug 16, 2023 - 16:00
Aug 28, 2023 - 14:21
 35
ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ

ରେଢ଼ାଖୋଲ: ସ୍ତ୍ରୀର ପ୍ରେମିକକୁ ଗୁଳି କରି ଫେରାର ହେଇଗଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡ଼ନୂଆପଡ଼ା କ୍ଷେତିନାଳୀ ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁଇ ବର୍ଷ ତଳେ ଘର ଛାଡ଼ି ପ୍ରେମିକଙ୍କ ସହ ରହୁଥିଲେ ମହିଳା। କାଲି ମହିଳାଙ୍କ ସହ ପ୍ରେମିକଙ୍କ ଗାଁକୁ ଆସିଥିବା ବେଳେ ଗୁଳିକାଣ୍ଡ ହୋଇଛି।