ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତି ପ୍ରତ୍ୟାହୃତ
ଭୁବନେଶ୍ୱର: ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତିକୁ ଆଜି ଓଡ଼ିଶା କ୍ୟାବିନେଟ୍ ବୈଠକରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ। ନଭେମ୍ବର ୧୪ ରେ ହୋଇଥିଲା ଜମି ହସ୍ତାନ୍ତର ନିଷ୍ପତି। ପରେ ଏହି ପ୍ରସଙ୍ଗରେ ଜୋର୍ ଧରିଥିଲା ବିବାଦ।