ଆଜି ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ
ପୁରୀ: ଆଜି ପୂରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି ମହାପ୍ରଭୁ। କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ହୁଏ ଏହି ବେଶ। ସକାଳ ୬ଟା ୧୦ ମିନିଟ୍ ରେ ମଙ୍ଗଳ ଆଳତି ପରେ ଆରମ୍ଭ ହୋଇଛି ନୀତିକାନ୍ତି।