ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

Oct 27, 2024 - 22:42
 13

ବାଲିଗୁଡ଼ା: ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ନୂଆମୁଣ୍ଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ। ଦାମ୍ପତ୍ୟ କଳହରୁ ସ୍ତ୍ରୀ ମଧୁମତି ବେହେରଦଳାଇର ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଲା ଅଭିଯୁକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଳାଇ । ଅଭିଯୁକ୍ତ ଥାନାରେ ଅଟକ ଥିବା ଜଣାପଡ଼ିଛି।