ସମ୍ବଲପୁର ଷ୍ଟେସନ୍ ରେ ଟ୍ରେନ୍ ଲାଇନଚ୍ୟୁତ

Nov 30, 2023 - 14:37
 11
ସମ୍ବଲପୁର ଷ୍ଟେସନ୍ ରେ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନ୍ ରେ ଏକ ଟ୍ରେନ୍ ଗତକାଲି ବିଳମ୍ବିତ ରାତିରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ଲାଇନଚ୍ୟୁତ ହେବା ସମୟରେ କେହି ଯାତ୍ରୀ ନଥିଲେ। ୱାସିଂ ଲାଇନ୍ କୁ ଯିବାବେଳେ ଜାମୁତାବୀ ଟ୍ରେନ୍ ର ଏକ ଚକ ବାହାରକୁ ପଳାଇଥିଲା । ଖବର ପାଇ ରେଳବାଇ କର୍ମଚାରୀ ଟ୍ରେନ୍ କୁ ଟ୍ରାକ୍ କୁ ଆଣିଥିଲେ । ପରେ ଟ୍ରେନ୍ ଚଳାଚଳ ସ୍ଵାଭାବିକ ହୋଇଥଲା।