ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ବେଲେପଡ଼ାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପରିବାରର ୪ ଜଣଙ୍କୁ ହରାଇ ଆତ୍ମହତ୍ୟା କଲା ୧୯ ବର୍ଷର ପୁଅ। ମା ର ଲୁଗାରେ ଝୁଲିପଡ଼ିଲା ପୁଅ। ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ହୋଇଥିଲା। ଫେବୃଆରୀ ୧୨ ତାରିଖରେ ଜଣଙ୍କର ଓ କାଲି ୩ ଜଣଙ୍କ ମୃତ୍ୟୁ ହୋଇଛି।