ଯୁଦ୍ଧ ପୋଷାକ କପଡ଼ା ବିକ୍ରି ଅଭିଯୋଗରେ ଚଢ଼ାଉ

Feb 20, 2024 - 00:11
 57
ଯୁଦ୍ଧ ପୋଷାକ କପଡ଼ା ବିକ୍ରି ଅଭିଯୋଗରେ ଚଢ଼ାଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗଞ୍ଜାମ ଗ୍ୟାଲେକ୍ସି ଦୋକାନରେ ଚଢ଼ାଉ ହୋଇଛି। ସେନାର ଗୁଇନ୍ଦା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ କରାଯାଇଛି। ସୂଚନାଅନୁଯାୟୀ ୪୮୮ ମିଟର ଯୁଦ୍ଧ ପୋଷାକର କପଡ଼ା ଜବତ ହୋଇଥିବା ସୂଚନା। ଦୋକାନ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। କୋଲକାତାରୁ ଆଣି ବ୍ରହ୍ମପୁରରେ ଚାଲିଥିଲା ବିକ୍ରି।