ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ୨୧୨ ତମ କଥାମୃତ ଓ ଭଜନ

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ୨୧୨ ତମ କଥାମୃତ ଓ ଭଜନ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଶୈଳଶ୍ରୀ ବିହାର ଶ୍ରୀଜଗନ୍ନାଥଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ କେ ଲକ୍ଷ୍ମୀନାରାୟଣ ପୁଷ୍ପଲତା ପତ୍ର ରୂପକ ପରିଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ, ପଣ୍ଡିତ ଦାଶରଥି ସାମନ୍ତରାୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟ ରେ ବହୁ ରୋଚକ ପୂର୍ଣ୍ଣ ତଥ୍ଯ ସମସ୍ତ ଙ୍କୁ ଜାଣଇଥିଲେ। ପରିଷଦ ପକ୍ଷରୁ ପୃଷ୍ଟ ପୋଷକ ଶିତିକଣ୍ଠ ଦାଶ, ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ରବିନାରାୟଣ ମିଶ୍ର, ଉପ ସଭାପତି ରବି ନାରାୟଣ ମହାପାତ୍ର, ସମ୍ପାଦକ ଡ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ନିରଞ୍ଜନ ପଣ୍ଡା, ଉପ କୋଷାଧକ୍ଷ ଗୌରାଙ୍ଗ ଚରଣ ନାୟକ, ଅଖିଳ ସାହୁ, ବିଷ୍ନୁପଦ ଦାଶ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଅକ୍ଷୟ କୁମାର ସାହୁ, ଅକ୍ଷୟ ଉପାଧ୍ୟାୟ, ଅଶୋକ ବଳ, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ମଳୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ହେମନ୍ତ ବାବୁ ସମ୍ପାଦକ ଗୋପାଳ ବାବୁ ଓ ଅନ୍ୟ ସଦସ୍ୟ ମାନେ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।