ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ଗାଁ ଭିତରେ ପାଣି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ଦେପୁର ଗାଁରେ ୨୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭାଙ୍ଗିବାରୁ ଗାଁ ଭିତରେ ପଶିଲା ପାଣି। ପାଣି ପଶି ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି।