କମିଲା ପେଟ୍ରୋଲ ଓ ଡିଜେଲ୍ ଦର

Mar 15, 2024 - 01:07
 5
କମିଲା ପେଟ୍ରୋଲ ଓ ଡିଜେଲ୍ ଦର

ଭୁବନେଶ୍ୱର: ସାରା ଭାରତରେ ଦୁଇ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ଭୁବନେଶ୍ବରରେ ପେଟ୍ରୋଲ ଦର ୨.୫୬ କମିବ। ଭୁବନେଶ୍ବରରେ ଡିଜେଲ ଦର ୨.୪୮ କମିବ। ଆସନ୍ତାକାଲି ସକାଳ ୬ଟା ରୁ ଲାଗୁ ହେବ ନୂଆ ଦର।