ଏୟାରଲିଫ୍ଟ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ସମ୍ବଲପୁରରୁ ଏୟାରଲିଫ୍ଟ ହେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନଙ୍କୁ ସମ୍ବଲପୁରରୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲକୁ ଅଣାଗଲା। ଗ୍ରୀନ କରିଡରରେ ବିମାନବନ୍ଦରରୁ ହସ୍ପିଟାଲକୁ ଅଣାଯାଇଥିବା ସୂଚନା ମିଳିଛି। ରେଢ଼ାଖୋଲରେ ପ୍ରସନ୍ନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଆହତ ହୋଇଛନ୍ତି ପ୍ରସନ୍ନ।