ଆଜି ରଙ୍ଗର ପର୍ବ ହୋଲି

Mar 27, 2024 - 00:04
 7
ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି ପାଇଁ ସାରା ଓଡ଼ିଶା ଉତ୍ସମୁଖର ହୋଇଛି। ଆଜିର ଦିନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ନିଜ ଭଲପାଇବା ପରିପ୍ରକାଶ କରୁଛନ୍ତି। ହୋଲି ଖେଳ ପୂର୍ବରୁ ଭୁବନେଶ୍ବରର ବିଭିନ୍ନ ରଙ୍ଗ ଦୋକାନରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ୍। ରଙ୍ଗ ଯାଞ୍ଚ, କରାଯାଇଛି ଓ ଅପମିଶ୍ରିତ ରଙ୍ଗ ବିକ୍ରି କରୁଥିବା ଦୋକାନୀଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ପୋଲିସ୍।