ଘର ଛାତ ଉପରୁ ମୃତଦେହ ଉଦ୍ଧାର

May 28, 2024 - 22:31
 8

ବରଗଡ଼: ଘର ଛାତ ଉପରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବରଗଡ଼ ଜିଲ୍ଲା ଭେଡେନ୍ ଥାନା ସହରାଟିକିରା ଗାଁରେ ଘଟିଛି ଏହି ଘଟଣା। ବେକରେ ଦାଗ ଥିବାରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି।