ଖାଲରେ ପଡ଼ି ମାଈ ହାତୀ ମୃତ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଖାଲରେ ପଡ଼ି ଗର୍ଭବତୀ ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୪ ଘଣ୍ଟାର ପରିଶ୍ରମ ପରେ ବି ଉଦ୍ଧାର କରିପାରିଲା ନାହିଁ ବନବିଭାଗ। କୁଲଡିହା ରେଞ୍ଜ କପ୍ତିପଦା ବ୍ଲକ ଅସନଘାଟି ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତ ହାତୀକୁ ଉଦ୍ଧାର କଲେ କୁଳଡିହା ଓ କପ୍ତିପଦା ରେଞ୍ଜର।