ଆଜି ଶ୍ରୀଜିଉଙ୍କ ତିନି ରଥର ଚକ ଅଖ ଡେରା ନୀତି

May 29, 2024 - 23:05
 10

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ତିନି ରଥର ଚକ ଅଖ ଡେରା ନୀତି। ଭଉଁରୀ ଯାତ୍ରା ଅବସରରେ ହେବ ଅଖ ଡେରା ନୀତି। ସକାଳଧୂପ ପରେ ରଥ ଖଳା ଯିବ ଶ୍ରୀଜୀଉଙ୍କ ଆଜ୍ଞାମାଳ। ୨ଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।