ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଜନ୍ମାଷ୍ଟମୀରେ ମାଆ ଦୁର୍ଗାଙ୍କ ମାଟି ଅନୁକୂଳ

ଭୁବନେଶ୍ୱର: ଭୁବନେଶ୍ଵର ର ସବୁଠାରୁ ପୁରାତନ ଓ ପ୍ରସିଦ୍ଧ ଦୁର୍ଗା ପୂଜା ସମିତି,ସହିଦନଗର ପକ୍ଷରୁ ଆଜି ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଜଗତଜନନୀ ଦୁର୍ଗା ମା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ଆଜି ମାଟି ଅନୁକୁଳ ପାଇଁ ବିରାଟ ଶୋଭାଯାତ୍ରାରେ ଜାଇ କୁଆଖାଇ ପଠା ରେ ଦିନ ୧୧ଘଟିକାରେ ରେ ପାରମ୍ପାରିକ ବିଧି ଓ ପୂଜାର୍ଚ୍ଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସମିତି ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ। ଏହା ପରେ ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ମଣ୍ଡପରେ ତୋରଣ କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ଶ୍ରୀ ହେମନ୍ତ କୁମାର ପରିଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପାତ୍ର, ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ , ଶ୍ରୀ ସୁରେଶ ଚନ୍ଦ୍ର ଦାସ,ଶ୍ରୀ ମନୋରଞ୍ଜନ ଦାସ, ଶ୍ରୀ ସୁଧୀର କୁମାର ଶତପଥୀ, ଶ୍ରୀ ଚନ୍ଦନ କୁମାର ପାଲିତ, ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀ ବିଶ୍ଵ ପ୍ରସାଦ ମହାନ୍ତି, ବିଶ୍ବରଂଜନ ରାୟ, ରାଜକିଶୋର ଦାସ,ସୁଦର୍ଶନ ସାହୁ, ଶ୍ରୀ ମହେନ୍ଦ୍ର କୁମାର ତ୍ରିପାଠୀ, ରଞ୍ଜନ କୁମାର ମହାପାତ୍ର, ଶ୍ରୀ ସ୍ମୃତି ରଞ୍ଜନ ଜେନା, ଗୋପାଳ କୃଷ୍ଣ ମହାନ୍ତି ଓ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ହରିଶ ପ୍ରସାଦ ରଥ, ଶ୍ରୀ ଦିଲ୍ଲୀପ କୁମାର ଦାସ,ଶ୍ରୀ ଜିତେନ୍ଦ୍ର ରାଓ, ଶ୍ରୀ ସନ୍ଦୀପ ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାସ, ଲଲିତ ଖୁଣ୍ଟିଆ, ଜ୍ଯୋତି ପ୍ରକାଶ ସାମନ୍ତ, ଆଦର୍ଶ ପଟ୍ଟନାୟକ, ସିଦ୍ଧେଶ୍ଵର ମହାରଣା,ଅମିତ୍ ପ୍ରସାଦ ବେହେରା, ରଞ୍ଜନ ବାରିକ,ସୁବ୍ରତ ସିଂହ,ଦେବାଶିଷ ସାହୁ, ଆଶିଶ ମହାପାତ୍ର,ସୋନୁ, ଗୁଡ଼ୁ, ଅସୀତ ରାଉତ,ଶ୍ରୀନୁ ସେଠୀ,ଅଭିଜ୍ଞ ପ୍ରସାଦ ନାୟକ, ଅରୁଣ କୁମାର ରଥ,ଅଶ୍ବିନୀ କୁମାର ପ୍ରଧାନ, ଦୀପକ କୁମାର ପ୍ରଧାନ, ହେମନ୍ତ କୁମାର ମଲ୍ଲିଆ। ଓ ଟିକୁ ଯୋଗ ଦେଇଥିଲେ।