ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣାରେ ବାପା ମୃତ

Jun 6, 2024 - 14:10
 9

ସୋର: ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଝିଅ ଘରୁ ବାଇକ୍ ରେ ଫେରୁଥିବା ସମୟରେ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି। ଅନନ୍ତପୁର ବାଲିଛନ୍ଦା ନିକଟରେ ଘଟିଛି ଏହି ଘଟଣା।