ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ
ପୁରୀ: ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବ। ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବେନି ଶ୍ରଦ୍ଧାଳୁ। ସମୟ କମ୍ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦୀର ପ୍ରଶାସନ ନେଇଛି ଏହି ନିଷ୍ପତ୍ତି। ଚଳିତ ବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଏକାଠି ପଡୁଛି।