ନଦୀରେ ବୁଡ଼ି ଭାଇ ଓ ଭଉଣୀ ମୃତ

Jun 6, 2024 - 14:09
 38

ନୟାଗଡ଼: ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ଗାଁରେ କୁସୁମୀ ନଦୀରେ ବୁଡ଼ି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦ୍ଵିତିକୃଷ୍ଣ ସେଠୀଙ୍କ ୭ ବର୍ଷର ପୁଅ ସାଇ ଓ ୧୧ ବର୍ଷର ଝିଅ କାଜଲ। ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ।