ପଥର ତଳେ ଚାପିହୋଇ ଦୁଇ ଶ୍ରମିକ ମୃତ

Sep 13, 2023 - 19:13
 110
ପଥର ତଳେ ଚାପିହୋଇ ଦୁଇ ଶ୍ରମିକ ମୃତ

ଦିଗପହଣ୍ଡି: ପଥର ତଳେ ଚାପିହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସଦର ଥାନା କାଳୁଆ ଛକରେ ଥିବା ଏକ ଗ୍ରାନାଇଟ୍ ପଥର କ୍ୱାରିରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଦିଗପହଣ୍ଡିର ଗୋବିନ୍ଦ ମଲ୍ଲିକ ଓ ଜଗା ଲଇକ।