ଚଳଚଞ୍ଚଳ ରଥଖଳା

Jun 6, 2024 - 14:08
 46
ଚଳଚଞ୍ଚଳ ରଥଖଳା

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୀର ରଥଖଳା। ତିନି ରଥର ୩୫ଟି ଚକ ଓ ୨୧ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମହାରଣା ସେବାୟତଙ୍କ ଦ୍ବାରା ଜୋରଦାର ଚାଲିଛି ତିନି ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ।