ଜଳିଗଲା ଗୋରୁ ବୋଝେଇ ଗାଡ଼ି

Nov 19, 2024 - 22:15
 5

ଉଦଳା: ରାସ୍ତାକଡ଼ରେ ଜଳିଗଲା ଗୋରୁ ବୋଝେଇ ଗାଡ଼ି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡ଼ାଡ଼ିହା ରେ ଜଳିଗଲା ଗାଡ଼ି। ଗାଡ଼ିରେ ନିଆଁ ଲାଗିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୭ ଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଦୁର୍ଘଟଣା ପରେ ଗାଡ଼ି ଛାଡ଼ିଦେଇ ଫେରାର୍‌ ହୋଇଗଲେ ଗୋରୁ ମାଫିଆ।