ମହିଳା ପୋଲିସ୍ ଇନ୍ସପେକ୍ଟରଙ୍କ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ
ନରସିଂହପୁର: କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଧିକାରୀଙ୍କ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ। ଗତକାଲି ରାତିରେ କିଛି ଦୁବୃର୍ତ୍ତ ମହିଳା ଥାନା ଅଧିକାରୀ କାଦମ୍ବିନୀ ପରିଡ଼ାଙ୍କ ଗାଡ଼ି ଭାଙ୍ଗିଥିବା ଜଣାପଡ଼ିଛି। ଏହି ଘଟଣାରେ ୬ ଜଣଙ୍କୁ ବଡ଼ମ୍ବା ଥାନାରେ ଅଟକ ରଖାଯାଇଛି।