ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ
ପୁରୀ: ପୁରୀ ଜିଲ୍ଲା ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଫେବୃଆରୀ ୧୬ ତାରିଖ ଭୋର୍ ୪ଟା ୩୪ ରେ ମହାସ୍ନାନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଫେବୃଆରୀ ୧୫ ତାରିଖ ଷଷ୍ଠୀ ରାତି ୯ଟା ୫୫ ମିନିଟ୍ ରେ ହେବ ତିନି ଠାକୁରଙ୍କ ବିମାନ ବିଜେ। ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦେଖିବେ ଶ୍ରଦ୍ଧାଳୁ।