ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ
ପୁରୀ: ପୁରୀ ଶ୍ରୀମନ୍ଦିରର ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ । କଳାହାଟ ଦ୍ୱାରା ନିକଟରେ ରକ୍ତଛିଟା ପଡ଼ିବାରୁ ହେଲା ବଡ଼ ମହାସ୍ନାନ। ଜଣେ କର୍ମଚାରୀଙ୍କ ହାତ ଚାପି ଯିବାରୁ ରକ୍ତସ୍ରାବ ହୋଇଥିଲା । ବଡ଼ ମହାସ୍ନାନ ଯୋଗୁଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି।