ହୀରାକୁଦ ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ

Sep 12, 2023 - 16:59
 50
ହୀରାକୁଦ ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗକୁ ପୂଜା ଥିବାରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଶାନ୍ତି, ଶୃଙ୍ଖଳା ବଜାୟ ରଖିବା ପାଇଁ ନିଆଯାଇଛି ଏହି ପଦକ୍ଷେପ।