ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Jan 27, 2024 - 23:29
 7
ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ। ସମଲେଇ ପ୍ରକଳ୍ପର ଉଦଘାଟନ ପରେ ମନ୍ଦିର ଚାରିପାଖ ବୁଲିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ପ୍ରକଳ୍ପ ଅଧୀନରେ ମନ୍ଦିର ଚତଃପାଶ୍ୱକୁ ସମ୍ପ୍ରସାରଣ କରାଯାଇଛି। ଏହା ମଧ୍ୟରେ ଯାତ୍ରୀ ନିବାସ ଓ ଯାତ୍ରୀ ପ୍ରତୀକ୍ଷାଳୟ ରଖିଛି। ମନ୍ଦିର ପରିସରରେ ଥିବା ଏକ ପୁଷ୍କରିଣୀର ପୁନଃଉଦ୍ଧାର କରାଯାଇଛି।