ସାଲିଆ ସାହିରୁ ଦେଶୀ ମଦ ଜବତ

Jan 27, 2024 - 23:33
 40

ଭୁବନେଶ୍ୱର: ଭୁବନେଶ୍ବରରେ ଥିବା ସାଲିଆ ସାହି ଶବର ବସ୍ତିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ବସ୍ତିରୁ ୫୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହା ବ୍ୟତୀତ ୪୦୦୦ ଲିଟର ପୋଚ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି।